
आप सबको और आपके परिवार को गणेश पूजा की हार्दिक शुभकामनाएं। यह लेख में हम आपको बताने वाले हैं 2024 का Ganesh Puja Quotes In Odia के बारे में। जैसे की आप सबको पता ही होगा की, आज की समय में हर कोई किसी भी तरह का अभिनंदन देने केलिए मोबाइल का इस्तमाल करता है। इस साल सितंबर 7 तारीख को गणेश चतुर्थी मनाया जायेगा। ओडिशा और महाराष्ट्र जैसे राज्यों में यह पूजा धूम धाम से मनाया जाता है।
पर्व | गणेश पूजा |
विषय | गणेश पूजा अभिनंदन |
तारीख | 7 सितंबर |
गणेश पूजा के बारे में | क्लिक करें |
गणेश पूजा प्रबंध | क्लिक करें |
यदि आप ओडिशा से हैं और आप अपने दोस्तों या फिर परिवार को गणेश पूजा के दिन बढ़िया बढ़िया अभिनंदन भेजने वाले है तो यह लेख आप केलिए वरदान हो सकता है। इस लेख में आपको ओड़िया में गणेश पूजा की अभिनंदन कैसे दे सकते हैं इसके बारे में बताया गया है जानने केलिए इस लेख को अंत तक पढ़ें।
Ganesh Puja Quotes In Odia
नीचे आपको वह सारे अभिनंदन संदेश दिया गया है जिनको इस्तमाल कर के आप आपके परिजनों को गणेश पूजा की शुभकामनाएं भेज सकते हैं।
- ଆପଣ ମାନଙ୍କୁ ଗଣେଶ ପୂଜା ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା।
- ଓଡ଼ିଶା ରେ ମୋ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ଗଣେଶ ପୂଜା ର ଶୁଭକାମନା।
- ପବିତ୍ର ଗଣେଶ ଚତୁର୍ଥୀ ର ହାର୍ଦ୍ଦିକ ଅଭିନନ୍ଦନ।
- ଏହି ଗଣେଶ ପୂଜା ଆପଣ ମାନଙ୍କୁ ସବୁ ଖୁସି ଆଣି ଦେଉ ଏତିକି ମୋର ପ୍ରାର୍ଥନା।
- ଏହି ବର୍ଷ ଗଣେଶ ପୂଜା ରେ ସମସ୍ତ ଙ୍କ ଘର ଧନ ଧାନ୍ୟ ରେ ଭାରିଯାଉ ଏତକି ମୋର ନିବେଦନ।
- ଜ୍ଞାନ ର ଦେବତା ଗଣେଶ ପ୍ରଭୁ ସମସ୍ତଙ୍କୁ ଶତବୁଦ୍ଧି ପ୍ରଦାନ କରନ୍ତୁ ଓ ଆଗକୁ ବଢ଼ିବାକୁ ସାହାଯ୍ୟ କରନ୍ତୁ।
- ବିଘ୍ନେଶ୍ୱର ଶ୍ରୀ ଗଣେଶ ସମସ୍ତଙ୍କ ମଙ୍ଗଳ କରନ୍ତୁ।
- ପବିତ୍ର ଗଣେଶ ଚତୁର୍ଥୀ ସମସ୍ତଙ୍କ ଜୀବନରେ ଅନ୍ଧକାର ଦୂର କରି ଆଲୋକ ଭରି ଦେଉ।
- ପବିତ୍ର ଏହି ପୂଜା ରେ ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ଚଲାପଥ କୁ କୁସୁମିତ କରନ୍ତୁ।
- ଜ୍ଞାନଦାତା ଗଣପତି ମହାରାଜ ସମସ୍ତଙ୍କର ମଙ୍ଗଳ କରନ୍ତୁ।
Odia Ganesh Chaturthi Quotes For Instagram

- ପବିତ୍ର ଗଣେଶ ପୂଜା ଅବସର ରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
- ଗଣପତି ବାପା ମୋରେୟ ମଙ୍ଗଳ ମୂର୍ତ୍ତି ମୋରେୟା।
- ତୁମେ ହିଁ ମାତା ଶ୍ଚ ପିତା ତ୍ଵମେବ ତୁମେ ହିଁ ପିତା ତ୍ୱମେବ ତୁମେ ହିଁ ବନ୍ଧୁ ଶ୍ଚ ଶଖା ତ୍ୱମେବ।
- ଓଁ ଗଙ୍ଗ ଗଣପତାୟ ନମଃ।
- ବକ୍ର ତୁଣ୍ଡ ମହାକାୟ ସୂର୍ୟ କୋଟି ସମପ୍ରଭ ନିର୍ବିଘ୍ନଙ୍ଗ କୁରୁମେ ଦେବ ସର୍ବ କାର୍ୟଶୁ ସର୍ବଦା।
- ଗଣେଶ ପୂଜା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
- ମୋ ପ୍ରଭୁ ଗଣେଶ ମୋ ସାଥିରେ ଥିଲେ ମୋର ବା କାହାକୁ ଦର ଜୟ ଗଣପତି ଦେବା।
- ଦୁଷ୍ଟ ମାନଙ୍କର ବିନାଶ ପାଇଁ ତୁମେ ଏଇ ଧାରା ପୃଷ୍ଠ ରେ ଆଉ ଥରେ ଆବିର୍ଭାବ ହୁଅ ହେ ପ୍ରଭୁ।
- ହେ ବିଘ୍ନ ବିନାଶକ ସଂସାର ର ସମସ୍ତ ବିଘ୍ନ କୁ ଦୂରେଇ ଦେଇ ସଂସାର ରେ ଶାନ୍ତି ଆଉ ବନ୍ଧୁତା ସ୍ଥାପନା କର।
- ହେ ଗଣପତି ବାପା ମୋର ମୁଁ କରିଥିବା ସମସ୍ତ ଭୁଲ କୁ କ୍ଷମା କରି ମୋତେ ଠିକ୍ ପଥ ଦେଖାଅ।
Ganesh Puja Whatsapp Status In Odia

- ହେ ପ୍ରଭୁ ଗଜାନନ, ବିଘ୍ନ ବିନାଶକ ମୋ ପ୍ରତି ଆଉ ମୋ ପରିବାର ପ୍ରତି ଆପଣଙ୍କ କରୁଣା ଏମିତି ସବୁ ବେଳେ ଥାଉ।
- ଓଡ଼ିଶା ର ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ଗଣେଶ ପୂଜା ର ଶୁଭେଚ୍ଛା ଓ ଶୁଭକାମନା।
- ତୁମେ ଶକ୍ତି ଦାତା ତୁମେ ମୁକ୍ତି ଦାତା ତୁମେ ହିଁ ସବୁକିଛି ଶ୍ରୀ ଗଣେଶ ଙ୍କ ପାଖରେ ମୋର ନମସ୍କାର।
- ପବିତ୍ର ଗଣେଶ ଚତୁର୍ଥୀ ରେ ଏତିକି ପ୍ରାର୍ଥନା କରୁଛି ଏ ମାୟା ମୋହ ସଂସାର ବୈତରଣୀ ପାରି ହେବାରେ ଆପଣ ମାତ୍ର ସହାୟ।
- ମୁଁ ପ୍ରଭୁ ଗଣେଶ ଙ୍କୁ ପ୍ରାର୍ଥନା କରୁଛି ସେ ଆପଣକଂ ଘରେ ବିରାଜମାନ କରି ପ୍ରସାଦ ଗ୍ରହଣ କରି ଆପଣକଂ ସବୁ ଦୁଃଖ, ଚିନ୍ତା ନିଜ ସାଥିରେ ନେଇ ଯାଆନ୍ତୁ।
- ପ୍ରଭୁ ଙ୍କ ଏମିତି କରୁଣା ମୋ ଉପରେ ସବୁ ବେଳେ ରହି ଥାଉ ମୋ ଚଲା ପଥ ରେ ସହାୟ ହୁଅନ୍ତୁ।
- ଏଇ ଗଣେଶ ଚତୁର୍ଥୀ ରେ ପ୍ରଭୁ ଗଣେଶ ସମସ୍ତଙ୍କ ଦୁଃଖ ଲାଘବ କରି ଘରେ ଘରେ ହସ ଖୁସି ରେ ଭରି ଦିଅନ୍ତୁ।
- ଏଇ ବର୍ଷ ର ଗଣେଶ ପୂଜା ଆପଣକଂ ପରିବାରକୁ ଖୁସି ଆଣି ଦେଉ। ଶୁଭ ଗଣେଶ ଚତୁର୍ଥୀ।
- ଯେମିତି ଲଡୁ ରେ ମିଠା ଭରି ରହିଥାଏ ସେମିତି ପ୍ରାର୍ଥନା କରୁଛି ଶ୍ରୀ ଗଣେଶ ଙ୍କ ନିକଟରେ ସମସ୍ତଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ।
निष्कर्ष
आशा करता हूं Ganesh Puja Quotes In Odia के बारे में यह लख लख आप सबको लगा होगा। इस लेख को अपने दोस्तों के साथ शेयर करें और लेटेस्ट पोस्ट पढ़ने केलिए हमे सब्सक्राइब करें।

मैं एक अनुभवी लेखक हूँ, मैं , Event, Earn Money, Sarkari Yojana, और General Knowledge संबंधित लेख लिखने में माहिर हूँ। मेरा लेखनी गहरे अध्ययन और संशोधन पर आधारित होती है, जो मुझे एक अग्रणी और सूक्ष्मदृष्टि देती है।