
Nuakhai Quotes In Odia 2024: आप सबको मेरे तरफ से नुआखाई पर्व की हार्दिक सुभकामना। जैसे की आप सबको पता ही होगा का पश्चिम ओडिशा में संबलपुर जैसे आदिवासी जिला में खेती करना एक प्रमुख काम है, वहां के लोग खेती करने के बाद अंत में एक पर्व पालन करते हैं जिसको Nuakhai नाम से हर कोई जानता है। यह लेख में हम जानने वाले हैं 2024 की Nuakhai Quotes के बारे में जिसके मदद से आप दूर में रहने वाले अपने दोस्तों और परिवार वालों को यह पर्व की संदेश भेज सकते हैं।
पर्व | नुआखाई |
विषय | संदेश/अभिनंदन |
तारीख | 08 सितंबर |
पर्व के नियम | क्लिक करें |
व्हाट्सएप स्टेटस | क्लिक करें |
यह लेख में आप सबको नुआखाईं पर्व के अच्छे अच्छे संदेश के बारे में जानने को मिलेगा इसीलिए यह लेख को अंत तक पढ़े।
Nuakhai Quotes In Odia
जैसे कि आप सबको पता ही होगा यह पर्व एक कृषि भित्तिक पर्व है जिसको पश्चिम ओडिशा के लोगों के द्वारा बड़े ही धूम धाम से मनाया जाता है। इस दिन हर कोई खुशी से अपने दोस्तों और परिवार के लोगों को यह पर्व की संदेश भेजता है, या फिर व्हाट्सएप का स्टेटस लगाता है और इंस्टाग्राम में कैप्शन लगता है। नीचे आपको यह पर्व की कुछ अच्छे अच्छे संदेश के बारे में बताया गया है जैसे की:
- ଆପଣ ମାନଙ୍କୁ ପବିତ୍ର ନୂଆଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
- ଏଇ ନୂଆଖାଇ ରେ ମା ସମଲେଇ ଙ୍କୁ ମୋର ଜୁହାର।
- ନୂଆଖାଇ ରେ ଏତିକି ମୋର ପ୍ରାର୍ଥନା ମାଆ ସମଲେଇ ସମସ୍ତଙ୍କୁ ଭଲରେ ରଖନ୍ତୁ।
- ନୂଆଖାଇ ଅବସର ରେ ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ।
- ସମସ୍ତ ଗୁରୁଜନ ଭାଇ ଭଉଣୀ ମାନଙ୍କୁ ମୋର ନୂଆଖାଇ ଜୁହାର, ଓ ନମସ୍କାର।
- ଏଇ ପବିତ୍ର ଦିନ ରେ ଦୟାକରି ମା ସମଲେଇ ଆମ ସମସ୍ତ ଙ୍କୁ ଆଶୀର୍ବାଦ କରନ୍ତୁ।
- ଏତିକି ପ୍ରାର୍ଥନା ମା ସମଲେଇ ଆମ ଆଗାମୀ ଫସଲ କୁ ଲାଭମୟ କରନ୍ତୁ।
- ଏ ବର୍ଷ ଆମ ପ୍ରସାଦ ଗ୍ରହଣ କରି ମା ଆମ ଉପରେ କରୁଣା ବର୍ଷା କରନ୍ତୁ।
- ଆପଣ ସମସ୍ତଙ୍କୁ ମୋ ତରଫରୁ ନୂଆଖାଇ ର ଅଭିନନ୍ଦନ।
- ଏହି ନୂଆଖାଇ ଅବସର ରେ ସମସ୍ତ ଗୁରୁଜନ ଙ୍କୁ ମୋର ପ୍ରଣାମ।
Nuakhai Juhar Quotes For Whatsapp
- ମା ସମଲେଇ ଙ୍କୁ ଏତିକି ପ୍ରାର୍ଥନା ବଞ୍ଚିଥିଲେ ଆର ବର୍ଷ ମା ତୋର ମୋର ଦେଖା ହେବ।
- ଆସନ୍ତୁ ସଭିଏଁ ଏକ ହେବ ଏଇ ବର୍ଷ ପବିତ୍ର ନୂଆଖାଇ ପାଳନ କରିବା।
- ନୂଆଖାଇ ରେ ମା ସମଲେଇ ଙ୍କ ନିକଟରେ ଏତିକି ପ୍ରାର୍ଥନା ସମସ୍ତଙ୍କ ଘର ସୁଖ ଶାନ୍ତି ଓ ଧନ ଧନ୍ୟ ରେ ଭରି ଯାଉ।
- ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ନୂଆଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
- ଆପଣ ଓ ଆପଣ ଙ୍କ ପରିବାର କୁ ମୋ ତରଫରୁ ନୂଆଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
- ଏଇ ନୂଆଖାଇ ରେ ନୂଆ ଖାଇବା, ନୂଆ ପିନ୍ଧିବା ସହ ମନରେ ନୂଆ ଚେତନା ଭରିଯାଉ।
- ନୂଆଖାଇ ଉପଲକ୍ଷେ ଓଡ଼ିଶା ବସି ଙ୍କୁ ଅଭିନନ୍ଦନ।
- ନୂଆ ଧାନ ସହ ନୂଆ ଆଶା, ପ୍ରେମ, ଭାଇ ଭାବ ତଥା ଅନାଦର ଉତ୍ସବ ନୁଖାଇ ଉପଲକ୍ଷେ ଆପଣ ମାନଙ୍କୁ ଅଭିନନ୍ଦନ।
- ପଶ୍ଚିମ ଓଡ଼ିଶା ର ଭାଇ ଭଉଣୀ ମାନଙ୍କୁ ନୂଆଖାଇ ଜୁହାର।
- ନୂଆଖାଇ ର ପବିତ୍ର ଅବସର ରେ ଓଡ଼ିଶା ବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପ୍ରଗତି କାମନା କରୁଛି।
Nuakhai Quotes For Instagram Caption
- ଆପଣ ମାନଙ୍କୁ ଏଇ କୃଷି ଭିତ୍ତିକ ପର୍ବ ପବିତ୍ର ନୂଆଖାଇ ର ଶୁଭେଚ୍ଛା ଓ ଶୁଭକାମନା।
- ସବୁ ଭାଇ ବହନ ଙ୍କୁ ନୂଆଖାଇ ଜୁହାର! ଜୟ ମା ସମଲେଇ।
- ସବୁ ଭାଇ ବହନ ମାନକେ ନୂଆଖାଇ ର ଅଭିନନ୍ଦନ।
- ଆମର ପରବ ଆମର ଗରବ ଆଇଲା ଦେଖ ନୂଆ ଖାଇ ତିହାର ମା ସମଲେଇ ସୁଖେ ରଖିଥାଉ ସମସ୍ତଙ୍କୁ ମୋର ନୂଆଖାଇ ଜୁହାର।
- ବରଷ ରେ ଥରେ ନୂଆଖାଇ ଆସିଥାଉ ଏନ୍ତା ବାର ବାର ନୂଆ ବରସ ର ନୂଆଖାଇ ଜୁହାର।
- ସମ୍ବଲପୁରୀ ଦିନର ଗୁର୍ଦୁଟେ ଶୁଭେଚ୍ଛା।
- ନୂଆଖାଇ ଜୁହାର ଆଶା କରୁଛି ପବିତ୍ର ନୂଆଖାଇ ସମସ୍ତ ଙ୍କୁ ଭଲ ଅମଳ ଓ ସ୍ୱାସ୍ଥ୍ୟ ନେଇ ଆସୁ।
- ଧାନ ର ପର୍ବ ନୂଆଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
- ଏଇ ନୂଆଖାଇ ରେ ମା ଙ୍କ ପାଖରେ ଓଡ଼ିଶା ବସି ଙ୍କ ର ସୁନ୍ଦର ସ୍ୱାସ୍ଥ୍ୟ ଓ ଅମଳ କାମନା କରୁଛି।
- ସମ୍ବଲପୁର ର ମା ସମଲେଇ ଙ୍କ ନିକଟରେ ଏଇ ନୂଆଖାଇ ର ଜୁହାର ଓ ସମସ୍ତ ସମ୍ବଲପୁର ବସି ଙ୍କୁ ଅଭିନନ୍ଦନ।
निष्कर्ष
यह लेख में आप सबको इस साल का सबसे अच्छे अच्छे Nuakhai Quotes In Odia के बारे में बताया हूं। दोस्तों आशा करता हूं आप सबको यह लेख पसंद आया होगा, यदि आप सबको यह लेख पसंद आया है तो दोस्तों के साथ शेयर करें और इसी तरह लेटेस्ट पोस्ट केलिए हमे सस्क्राइब करें।

मैं एक अनुभवी लेखक हूँ, मैं , Event, Earn Money, Sarkari Yojana, और General Knowledge संबंधित लेख लिखने में माहिर हूँ। मेरा लेखनी गहरे अध्ययन और संशोधन पर आधारित होती है, जो मुझे एक अग्रणी और सूक्ष्मदृष्टि देती है।