
जय श्री गणेशाय नमः आप सबको और आपके परिवार को इस गणेश चतुर्थी की हार्दिक शुभकामनाएं। यह लेख में हम सब बात करने वाले हैं Ganesh Puja Essay In Odia के बारे में। जैसे की आप सबको पता ही होगा भारत में गणेश पूजा बड़े धूम धाम से पालन किया जाता है। इस दिन ओडिशा जैसे राज्य में इस पूजा को एक अलग ही माहोल में मनाया जाता है, और इस साल अगस्त 27 तारीख में यह पूजा मनाया जायेगा। इस दिन ओडिशा में अलग अलग जगह जैसे की स्कूल, कॉलेज, राजनीतिक अनुष्ठान और भी बहुत सारे जगह में पूजा की आयोजन होती है।
पर्व | गणेश पूजा |
विषय | ओड़िया में प्रबंध |
तारीख | 27 अगस्त |
भाषा | ओड़िया |
किस केलिए प्रबंध | स्कूल बच्चे |
ओडिशा के स्कूलों में इस दिन गणेश पूजा की अवसर पर प्रबंध लिखना जैसे प्रतियोगिता आयोजित किया जाता है। जिस प्रतियोगिता में जितने वाले को पुरस्कार भी प्रदान किया जाता है। यदि आप भी अच्छे प्रबंध लिख कर प्राइज लेना चाहते हैं इस लेख को अंत तक पढ़ें। इस लेख में जानें Odia me Ganesh Puja Essay Kaise Likhte Hai.
Ganesh Puja Essay In Odia कैसे लिखें
ଉପକ୍ରମ
ସମସ୍ତ ପୂଜା ମଧ୍ୟ ଭିତରେ ଗଣେଶ ପୂଜା ଅନ୍ୟତମ ଓଡ଼ିଶା ରେ ଗଣେଶ ପୂଜା କୁ ବଡ଼ ଧୁମ୍ ଧାମ ରେ ପାଳନ କରାଯାଏ।ବଆମ ମାନଙ୍କର ବିଶ୍ବାସ ଏହା କି ଯେ ପ୍ରଭୁ ଗଣେଶ ବିଦ୍ୟା ର ଦେବତା ସେଥିପାଇଁ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଏହି ପୂଜା କୁ ପାଳନ କରାଯାଏ। ସେ ବିଘ୍ନ ବିନାଶକ ଦେବତା ସେଥିପାଇଁ କେବଳ ଶିକ୍ଷା ଅନୁଷ୍ଠାନ ରେ ନୁହେଁ ବରଂ ବିଭିନ୍ନ ଅନୁଷ୍ଠାନ ରେ ତାଙ୍କୁ ପୂଜା କରାଯାଏ।
ପାଳନ କିପରି କରାଯାଏ
ଆମ ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହି ପୂଜା ଭଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରେ ମହା ଆଡମ୍ବର ସହକାରେ ପାଳନ କରାଯାଏ। ଦେଶବ୍ୟାପୀ ଏହି ପୂଜା 11 ଦିନ ଧରି ପାଳନ କରାଯାଏ। ଯଦି ଆମେ ଏହି ପୂଜା ର ପୁଷ୍ଠ ଭୂମି ଉପରେ ଆଲୋକପାତ କରିବା, ଜଣାଯାଏ ଯେ ଏହି ଦିନ ପ୍ରଭୁ ଗଣେଶ ଜନ୍ମ ହୋଇଥିଲେ। ସେଥିପାଇଁ ଏହି ଦିନକୁ ହିନ୍ଦୁ ଧର୍ମ ଅନୁସାରେ ଗଣେଶ ପୂଜା ନାମରେ ପାଳନ କରାଯାଉ ଅଛି।
ଅନୁଷ୍ଠାନ ମାନକରେ ପୂର୍ବ ପ୍ରସ୍ତୁତି
ଆମ ଦେଶରେ ପ୍ରତିବର୍ଷ ଏହି ପୂଜା ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଏ। ଯଦି ଆମେ ଶିକ୍ଷା ଅନୁଷ୍ଠାନ କଥା କହିବା ତେବେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପୂଜା ର 15 ଦିନ ପୂର୍ବ ରୁ ଗଣେଶ ପୂଜା ନିମନ୍ତେ ପିଲା ମାନଙ୍କ ଠାରୁ ଚାନ୍ଦା ଆଦାୟ କରାଯାଏ। ଏହି ପୂଜା ର ଖର୍ଚ୍ଚ ଅନୁଯାୟୀ ଚାନ୍ଦା ଶ୍ରେଣୀ ର ମୋନିଟର ଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଏ।
ପୂଜା କିପରି ଭାବେ ସୁରୁଖୁର ରେ ପାଳନ କରାଯିବ ସେଥିପାଇଁ ସମସ୍ତ ପିଲଙ୍କୁ ତାଙ୍କ ନିଜ ନିଜ ଦାୟିତ୍ଵ ବଣ୍ଟନ କରାଯାଏ। ପୂଜା ର ପୂର୍ବ ଦିନ ଶ୍ରେଣୀ ଗୃହ କୁ ଭଲ ଭାବେ ଧୁଆ ଯାଏ ଓ ମେଢ ସହିତ ଗଣେଶ ମୂର୍ତ୍ତି କୁ ରଖା ଯାଏ। ସ୍କୁଲ ଫାଟକରେ ଚାନ୍ଦୁଆ ଓ ରଙ୍ଗ ବେରଙ୍ଗ ର ପତାକା ସବୁ ଲଗା ଯାଏ। ଯଦି ସେଦିନ ପୂଜା ସାମଗ୍ରୀ ଓ ଭୋଜି ର ଆୟୋଜନ କରାଯାଇଥିଲେ ସାମଗ୍ରୀ ସବୁ ସ୍କୁଲ ଅଫିସ ରେ ପୈଠ କରାଯାଏ, ତ ସହିତ ସମସ୍ତ ଶିକ୍ଷକ ଓ ଅତିଥି ମାନଙ୍କୁ ଗଣେଶ ପୂଜା ନିମନ୍ତ୍ରଣ ମଧ୍ୟ ଦିଆଯାଏ।
ପୂଜା ଦିନ କଣ କରାଯାଏ
ଗଣେଶ ପୂଜା ଦିନ ନିର୍ଦ୍ଧାରିତ ସମୟ ମଧ୍ୟ ରେ ସମସ୍ତ ପିଲା ହାତରେ ଭୋଗ ଓ ପେନ୍, ଖାତା, ସହ ନୂଆ ପୋଷାକ ପିନ୍ଧି ସ୍କୁଲ କୁ ଆସନ୍ତି। ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ପୂଜକ ପୂଜା ଗୃହ ରେ ସମସ୍ତ ଖାତା, ପେନ୍ ଇତ୍ୟାଦି କୁ ଗଣେଶ ଙ୍କ ପାଖରେ ରଖନ୍ତି ଓ ମନ୍ତ୍ର ପଢି ପୂଜା ଆରମ୍ଭ କରନ୍ତି। ଘଣ୍ଟ ଘଣ୍ଟା ନାଦରେ ପରିବେଶ ଫଟି ପଡୁଥାଏ, ଶେଷ ରେ ପୁଷ୍ପାଞ୍ଜଳି ଦିଆଯାଏ ଓ ନଡ଼ିଆ ଭଙ୍ଗଯାଏ। ପୂଜା ଶେଷ ରେ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଓ ଅତିଥି ଭାଷଣ ଦିଅନ୍ତି। ଶେଷ ରେ ପ୍ରସାଦ ବଣ୍ଟନ ଓ ଭୋଜି କରାଯାଏ।
ସମସ୍ତ ପିଲା, ଅତିଥି ଭୋଜି ଖାଇବା ପରେ ଦୈତେ ନେଇଥିବା ପିଲା ଭୋଜି ଖାଆନ୍ତି ଓ ସମସ୍ତ ବାସନ ଧୋଇ ରଖନ୍ତି, ଏହିପରି ଭାବେ ପୂଜା ର ସମ୍ପୂର୍ଣ୍ଣ ହୁଏ।
ଉପସଂହାର
ପୂଜା ର ପରଦିନ ପୂଜା ହୋଇଥିବା ଗଣେଶ ମୂର୍ତ୍ତି କୁ ନଦୀ ବା ପୁଷ୍କରିଣୀ ରେ ବିସର୍ଜନ ନିମନ୍ତେ ଘଣ୍ଟା ଘଣ୍ଟା ର ବାଦ୍ୟ ରେ ନିଆଯାଏ, ଓ ସମସ୍ତ ଙ୍କ ପେନ୍, ଖାତା ସମସ୍ତଙ୍କୁ ବାଣ୍ଟଦିଆଯାଏ।
ପ୍ରଭୁ ଗଣେଶ ଙ୍କ ପାଖରେ ଏତିକି ନିବେଦନ ଏହି ପୂଜା ସମସ୍ତ ଙ୍କ ମନରେ ଦୟା, ପ୍ରେମ ଓ ଆଦର ଭରି ଦେଉ। ବିଘ୍ନ ବିନାଶକ ଶ୍ରୀ ଗଣେଶ ସମସ୍ତଙ୍କ ର ବିଘ୍ନ ଖଣ୍ଡନ କରନ୍ତୁ।
निष्कर्ष
आशा करता हूं Ganesh Puja Essay In Odia के बारे में यह लेख आप सबको अच्छा लगा होगा। यदि आप भी इस प्रतियोगिता में सामिल होना चाहते है यह लेख आप केलिए वरदान होने वाला है। इस लेख को दोस्तों के साथ भरपूर मात्रा में शेयर करें और इस तरह पोस्ट पढ़ने केलिए हमे सस्क्राइब करें।

मैं एक अनुभवी लेखक हूँ, मैं , Event, Earn Money, Sarkari Yojana, और General Knowledge संबंधित लेख लिखने में माहिर हूँ। मेरा लेखनी गहरे अध्ययन और संशोधन पर आधारित होती है, जो मुझे एक अग्रणी और सूक्ष्मदृष्टि देती है।