
भगवान श्री कृष्ण जन्माष्टमी में आप सबको मेरे तरफ से हार्दिक अभिनंदन है। यह लेख में हम सब जाने वाले हैं Janmashtami Quotes In Odia 2025 के बारे में। जैसे कि आप सबको पता ही होगा इस साल 16 अगस्त में मनाया जाएगा, क्योंकि इस दिन भगवान कृष्ण की जन्मदिन होता है।
पर्व | जन्माष्टमी |
भगवान | श्री कृष्ण |
विषय | जन्माष्टमी संदेश |
तारीख | 16 अगस्त |
साल | 2025 |
भगवान कृष्ण की जन्मदिन को भारत में बड़े धूमधाम से मनाया जाता है इस दिन कुछ-कुछ जगह में होली खेलने के प्रथम है और घरों में भगवान कृष्ण की पूजा का आयोजन किया जाता है। कुछ लोगों को शायद पता ही नहीं होगा की 2025 में जन्माष्टमी कब है? उन लोगों का मैं बता दूं 16 अगस्त में इस साल जन्माष्टमी पालन किया जाएगा। भारत में ऐसे भी लोग हैं जिनको जन्माष्टमी के बारे में पता नहीं होता। यदि आप अपने फैमिली में या फिर कोई दोस्तों को जन्माष्टमी का अभिनंदन देना चाहते हैं तो आप इस लेकर मदद से उनको अभिनंदन भेज सकते हैं।
फैमिली और दोस्तों के लिए Janmashtami Quotes In Odia

नीचे आप सबको बताया गया है कि इस साल जन्माष्टमी के लिए आप अपने दोस्तों और फैमिली को अभिनंदन संदेश कैसे भेजें और क्या लिख कर भेजें।
- ୨୦୨୫ ଜନ୍ମାଷ୍ଟମୀ ନିମନ୍ତେ ମୋ ତରଫରୁ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
- ଏଇ ଜନ୍ମାଷ୍ଟମୀ ରେ ଭଗବାନ କୃଷ୍ଣ ଙ୍କ ନିକଟରେ ପ୍ରାର୍ଥନା କରୁଛି ମୋର ଆଉ ଆପଣ ମାନଙ୍କ ପରିବାର କୁ ଖୁସି ରେ ରଖନ୍ତୁ।
- ଶୁଭ ଜନ୍ମାଷ୍ଟମୀ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
- ଆଜି ଏଇ ଶୁଭ ଦିନରେ ଭଗବାନ ଶ୍ରୀ କୃଷ୍ଣ ସମସ୍ତ ଙ୍କ ଘରକୁ ଆଗମନ କରନ୍ତୁ ଏତିକି ମୋର ପ୍ରାର୍ଥନା।
- ଆଜି ସମସ୍ତଙ୍କ ଘରକୁ ଖୁସି ଫେରିଆସି ଭଗବାନ ଙ୍କ ପାଖରେ ଏତିକି ମୋର ନିବେଦନ।
- ଚଗଲା କ୍ରୀଷ୍ଣା ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏତିକି ମୋର ନିବେଦନ।
- ତୁମେ ହିଁ ମାତା ଚ ପିତା ତୁମେ ବ ତୁମେ ହିଁ ବନ୍ଧୁ ଚ ଶଖା ତୁମେ ବ ଆଜି ର ଏଇ ପବିତ୍ର ପର୍ବ ରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା।
- ଆଜିର ଏଇ ପବିତ୍ର ଦିନରେ ଭଗବାନ କୃଷ୍ଣ ସମସ୍ତ ଙ୍କ ଉପରେ କରୁଣା ବର୍ଷା କରନ୍ତୁ ଓ ସମସ୍ତ ଙ୍କ ମନରେ ପବିତ୍ରତା ଭରି ଦିଅନ୍ତୁ।
- ଏଇ ପବିତ୍ର ଦିନରେ ଭଗବାନ ଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା କି ମୋ ସମସ୍ତ ଦେଶ ବସୀ ଆଉ ରାଜ୍ୟ ବାସୀ ଙ୍କୁ ଭଲରେ ରଖନ୍ତୁ।
- ଆଜି ର ଏଇ ପବିତ୍ର ଦିନରେ ଭଗବାନ ଶ୍ରୀ କ୍ରୀଷ୍ଣା ସମସ୍ତଙ୍କ ପରିବାର କୁ ଖୁସି ଆଉ ଧନ ଧାନ୍ୟ ରେ ଭରି ଦିଅନ୍ତୁ।
Janmashtami 2025 Caption For Instagram in Odia

- ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆପଣ ମୋ ଭାଇ ବନ୍ଧୁ ମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ।
- ଆଜି ର ଦିନରେ କଳା କାହୁଁ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏତିକି ମୋର ପ୍ରାର୍ଥନା।
- ହେ କୃଷ୍ଣ ତୁମେ ଫେରି ଆସ ଏଇ ଧର କୁ ଆଉ ଅଧର୍ମି ମାନଙ୍କୁ ଦମନ କର ଏତିକି କର ପ୍ରାର୍ଥନା ଏଇ ଶୁଭ ଦିନର ଶୁଭେଚ୍ଛା ଓ ଶୁଭ କମାନ।
- ଏହା କି ଆନନ୍ଦ ଗୋପ ପୁରର ଯେଉଁଠି ଜନମ ଶ୍ରୀ କୃଷ୍ଣ ଙ୍କର।
- ଜନ୍ମାଷ୍ଟମୀ ର ଅଶେଷ ଅଶେଷ ଶୁଭେଚ୍ଛା।
- ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ ଅବସର ରେ କୃଷ୍ଣ ଙ୍କୁ ମୋ ତରଫରୁ ଜନ୍ମଦିନ ର ଶୁଭ କାମନା।
- ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରରେ ହେ ନାଥ ନାରାୟଣ ବାସୁଦେବ ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
- ଶ୍ରୀ କୃଷ୍ଣ ଜନ୍ମଦିନ ଅବସର ରେ ଆପଣ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
- ପବିତ୍ର କୃଷ୍ଣ ଜନ୍ମ ଉପଲକ୍ଷେ ମୋର ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
- ଆଜି ଜନ୍ମାଷ୍ଟମୀ ଅବସର ରେ ନୀଳ ମନି ଶ୍ରୀ କୃଷ୍ଣ ସମସ୍ତଙ୍କ ହୃଦୟ ରେ ବିରାଜମାନ କରନ୍ତୁ। ଆନନ୍ଦେ ଏକ ବର୍ ହରିବୋଲ।
जन्माष्टमी 2025 व्हाट्सएप स्टेटस

- ଆଜି ର ଏହି ପବିତ୍ର ଦିନରେ ଭଗବାନ ଶ୍ରୀ କୃଷ୍ଣ ଆପଣକଂ ଓ ଆପଣକଂ ପରିବାର କୁ ଖୁସି ରେ ଭରି ଦିଅନ୍ତୁ।
- ଏହି ପବିତ୍ର ଦିବସ ରେ ଭଗବାନ ଶ୍ରୀ କୃଷ୍ଣ ଆପଣ ମାନଙ୍କର ଚଲା ପଥ କୁସୁମିତ କରନ୍ତୁ ଏତିକି ମୋର ପ୍ରାର୍ଥନା।
- ପବିତ୍ର ଜନ୍ମାଷ୍ଟମୀ ରେ ସମସ୍ତଙ୍କ ମନରେ କୃଷ୍ଣ ଚେତନା ଭରିଦିଅ ସମସ୍ତ ସଂସାର କୁ ଭଲରେ ରଖ ଜୟ ଶ୍ରୀ କୃଷ୍ଣ।
- ଯାହାର କେହି ନାହାନ୍ତି ତାର କୃଷ୍ଣ ଅଛନ୍ତି ଏହା ହିଁ ଜୀବନ ର ବଡ଼ ସତ୍ୟ। ଶୁଭ ଜନ୍ମାଷ୍ଟମୀ।
- ଆଜିର ଦିନ ହେ ଭଗଵାନ ସମସ୍ତଙ୍କ ଦୋଷ, ଖରାପ ଗୁଣ କୁ ପାସୋରି ଦେଇ ସମସ୍ତଙ୍କ ମନରେ ଦୟା, କ୍ଷମା, ସହନଶୀଳତା ଭରିଦିଅ ଏତିକି ମୋର ପ୍ରାର୍ଥନା।
निष्कर्ष
इस लेख में आप सबको 2025 का Janmashtami Quotes In Odia के बारे में बताया है। आशा करता हूं आपको यह लेख पसंद आया होगा तो इसलिए खुद दोस्तों के साथ शेयर करें और इसी तरह लेटेस्ट पोस्ट पाने के लिए हमें सब्सक्राइब करें।

मैं एक अनुभवी लेखक हूँ, मैं , Event, Earn Money, Sarkari Yojana, और General Knowledge संबंधित लेख लिखने में माहिर हूँ। मेरा लेखनी गहरे अध्ययन और संशोधन पर आधारित होती है, जो मुझे एक अग्रणी और सूक्ष्मदृष्टि देती है।